‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ରାଜ୍ୟ ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି। ତୋମାର କହିଛନ୍ତି ଦୁଇରୁ ତିନି ଦିନ ମଧ୍ୟରେ ବାକି ଥିବା ଆସନ ପାଇଁ ଟିକେଟ୍‌ ଘୋଷଣା ହେବ । ଆଉ ଭାଜପାରେ ବହୁ ବଡ ବଡ ନେତା ସାମିଲ ହେବେ । ତେବେ […] The post ‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’ appeared first on Dharitri Odia News.

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ରାଜ୍ୟ ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି। ତୋମାର କହିଛନ୍ତି ଦୁଇରୁ ତିନି ଦିନ ମଧ୍ୟରେ ବାକି ଥିବା ଆସନ ପାଇଁ ଟିକେଟ୍‌ ଘୋଷଣା ହେବ । ଆଉ ଭାଜପାରେ ବହୁ ବଡ ବଡ ନେତା ସାମିଲ ହେବେ । ତେବେ ଏଥର ସାରା ଦେଶରେ ମୋଦି ଲହର ଅଛି, ତେଣୁ ଏଥର ଭାଜପା ରାଜ୍ୟର ୨୧ ଲୋକ ସଭା ଆସନରୁ ୧୬ରୁ ଅଧିକ ବିଜୟୀ ହେବ।

The post ‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’ appeared first on Dharitri Odia News.