ଓଡ଼ିଶାରେ ଚିତାବାଘ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ: ରିପୋର୍ଟ
ଭୁବନେଶ୍ୱର,୧ା୩: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଚିତାବାଘ ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୨୨ ମସିହାରେ ଓଡ଼ିଶାର ଚିତାବାଘ ଜନସଂଖ୍ୟା ୫୬୮ ରେ ପହଞ୍ଚିଛି। ୨୦୧୮ ରେ ରାଜ୍ୟରେ ୭୬୦ ଟି ଚିତାବାଘ ଥିଲେ, ଚାରିବର୍ଷ ଏହି ସଂଖ୍ୟା ୧୯୨ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଭାରତରେ ଚିତାବାଘ ଜନସଂଖ୍ୟା ୨୦୧୮ ରେ ୨୦୨୨ ମଧ୍ୟରେ ୧୨,୮୫୨ ରୁ ୧୩,୮୭୪ […] The post ଓଡ଼ିଶାରେ ଚିତାବାଘ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ: ରିପୋର୍ଟ appeared first on Dharitri Odia News.
ଭୁବନେଶ୍ୱର,୧ା୩: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଚିତାବାଘ ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୨୨ ମସିହାରେ ଓଡ଼ିଶାର ଚିତାବାଘ ଜନସଂଖ୍ୟା ୫୬୮ ରେ ପହଞ୍ଚିଛି। ୨୦୧୮ ରେ ରାଜ୍ୟରେ ୭୬୦ ଟି ଚିତାବାଘ ଥିଲେ, ଚାରିବର୍ଷ ଏହି ସଂଖ୍ୟା ୧୯୨ ହ୍ରାସ ପାଇଛି।
ରିପୋର୍ଟ ଅନୁଯାୟୀ, ଭାରତରେ ଚିତାବାଘ ଜନସଂଖ୍ୟା ୨୦୧୮ ରେ ୨୦୨୨ ମଧ୍ୟରେ ୧୨,୮୫୨ ରୁ ୧୩,୮୭୪ କୁ ବୃଦ୍ଧି ପାଇଛି। ଚାରି ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୧୦୦୦ ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୭ ଚିତାବାଘ ରହିଥିଲା, ତା’ପରେ ମହାରାଷ୍ଟ୍ର (୧,୯୮୫), କର୍ଣ୍ଣାଟକ (୧,୮୭୯) ଏବଂ ତାମିଲନାଡୁ (୧,୦୭୦) ରହିଥିଲା।
The post ଓଡ଼ିଶାରେ ଚିତାବାଘ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ: ରିପୋର୍ଟ appeared first on Dharitri Odia News.