ଓଡ଼ିଶାରେ ଛେନା ଜିଲାପିର ଆଦର ସ୍ବତନ୍ତ୍ର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମନରେ ଆନନ୍ଦ ଆଣିଥାଏ। ଯାହାକୁ ମନରେ ଆନନ୍ଦ ଆଣିଥାଏ। ଯାହାକୁ ଖାଇଲେ ମନରେ ଏକ ପ୍ରକାର ଖାଇଲେ ମନରେ ଏକ ପ୍ରକାର ଖୁସିର ଶିହରଣ ସୃଷ୍ଟି ହୋଇଥାଏ। ଖୁସିର ଶିହରଣ ସୃଷ୍ଟି ହୋଇଥାଏ। ଏହା ଭଗବାନଙ୍କର ମଧ୍ୟ ପ୍ରିୟ ଏହା ଭଗବାନଙ୍କର ମଧ୍ୟ ପ୍ରିୟ ବ୍ୟଞ୍ଜନ। ଏପରି କି ମା’ ଲକ୍ଷ୍ମୀଙ୍କୁ ବ୍ୟଞ୍ଜନ। ଏପରି କି ମା’ ଲକ୍ଷ୍ମୀଙ୍କୁ ପ୍ରଭୁ […] The post ଓଡ଼ିଶାରେ ଛେନା ଜିଲାପିର ଆଦର ସ୍ବତନ୍ତ୍ର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ appeared first on Dharitri Odia News.
ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମନରେ ଆନନ୍ଦ ଆଣିଥାଏ। ଯାହାକୁ ମନରେ ଆନନ୍ଦ ଆଣିଥାଏ। ଯାହାକୁ ଖାଇଲେ ମନରେ ଏକ ପ୍ରକାର ଖାଇଲେ ମନରେ ଏକ ପ୍ରକାର ଖୁସିର ଶିହରଣ ସୃଷ୍ଟି ହୋଇଥାଏ। ଖୁସିର ଶିହରଣ ସୃଷ୍ଟି ହୋଇଥାଏ। ଏହା ଭଗବାନଙ୍କର ମଧ୍ୟ ପ୍ରିୟ ଏହା ଭଗବାନଙ୍କର ମଧ୍ୟ ପ୍ରିୟ ବ୍ୟଞ୍ଜନ। ଏପରି କି ମା’ ଲକ୍ଷ୍ମୀଙ୍କୁ ବ୍ୟଞ୍ଜନ। ଏପରି କି ମା’ ଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମାନ ଭଞ୍ଜନ କରିଥିଲେ। ଏହା ମାନ ଭଞ୍ଜନ କରିଥିଲେ। ଏହା
ଆମର ସଂସ୍କୃତି ଓ ପରମ୍ପରା ସହିତ ଆମର ସଂସ୍କୃତି ଓ ପରମ୍ପରା ସହିତ ଓତପ୍ରୋତ ଭାବେ ଜଡ଼ିତ। ବିଭିନ୍ନ ଓତପ୍ରୋତ ଭାବେ ଜଡ଼ିତ। ବିଭିନ୍ନ ପର୍ବପର୍ବାଣୀ ହେଉ ବା ବିବାହବ୍ରତ ପର୍ବପର୍ବାଣୀ ହେଉ ବା ବିବାହବ୍ରତ
ଆଦିରେ ମିଠା ଓ ପିଠାର ସ୍ବତନ୍ତ୍ର ଆଦିରେ ମିଠା ଓ ପିଠାର ସ୍ବତନ୍ତ୍ର ଆଦର ରହିଛି। ଆମ ଓଡ଼ିଶାର ଆଦର ରହିଛି। ସେହିପରି ଏକ ମିଠା ହେଉଛି ଛେନା ଜିଲାପି।
ଛେନା ଜିଲାପି ମୂଳ ରୂପରେ ପୂର୍ବ ଭାରତୀୟ ଉପମହାଦ୍ୱୀପୀୟର ଏକ ମିଠା ବ୍ୟଞ୍ଜନ। ଏହା ଛେନାରୁ ପ୍ରସ୍ତୁତ ହୋଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତୀୟ ଉପମହାଦ୍ୱୀପର ଅନ୍ୟ ପୂର୍ବ କ୍ଷେତ୍ରଗୁଡ଼ିକରେ ଲୋକପ୍ରିୟ ଅଟେ। ଛେନା ଜିଲାପି ସାଧାରଣ ବା ନିୟମିତ ଜିଲାପି ଭଳି ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଏ।
ତେବେ ସେଥିରେ ମଇଦା ମୁଖ୍ୟ ଉପାଦାନ ଥିବାବେଳେ ଏଥିରେ ତାଜା ଛେନାକୁ ଛାଣିବା ପୂର୍ବରୁ ଭଲଭାବେକଟା ଯାଏ। ପରେ ଛଣାଯାଇଥିବା ଛେନାକୁ ଚିନି ସିରାରେ ପକାଇ ଛେନା ଜିଲାପି ପ୍ରସ୍ତୁତ କରାଯାଏ। ଏହାକୁ ଗରମ କିମ୍ବା ଥଣ୍ଡା ଉଭୟ ଅବସ୍ଥାରେ ଖାଇହୁଏ।
The post ଓଡ଼ିଶାରେ ଛେନା ଜିଲାପିର ଆଦର ସ୍ବତନ୍ତ୍ର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ appeared first on Dharitri Odia News.