ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ
ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର ସହରରେ କିଛିଦିନ ହେବ ରହୁଛନ୍ତି। ଏହି ଟିମ୍ କୋଲାବ ଜଳଭଣ୍ଡାର, ଦେଓମାଳୀ ସମେତ ଅନେକ ସ୍ଥାନରେ ଶୁଟିଂ କରୁଛନ୍ତି। ଏଥିସହ ଜୟପୁର ସହରର ମୁଖ୍ୟ ରାସ୍ତା ଏବଂ ନୂଆ ବସଷ୍ଟାଣ୍ଡରେ ମଧ୍ୟ ଶୁଟିଂ ଚାଲିଛି। […] The post ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ appeared first on Dharitri Odia News.
ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର ସହରରେ କିଛିଦିନ ହେବ ରହୁଛନ୍ତି।
ଏହି ଟିମ୍ କୋଲାବ ଜଳଭଣ୍ଡାର, ଦେଓମାଳୀ ସମେତ ଅନେକ ସ୍ଥାନରେ ଶୁଟିଂ କରୁଛନ୍ତି। ଏଥିସହ ଜୟପୁର ସହରର ମୁଖ୍ୟ ରାସ୍ତା ଏବଂ ନୂଆ ବସଷ୍ଟାଣ୍ଡରେ ମଧ୍ୟ ଶୁଟିଂ ଚାଲିଛି। ଏହି ଫିଲ୍ମରେ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଅଭିନୟ କରୁଛନ୍ତି। ତେବେ ନିକଟରେ ନିଜର ପ୍ରିୟ ଅଭିନେତ୍ରୀଙ୍କୁ ପାଇ କୋରାପୁଟର ବିଭିନ୍ନ ସ୍ଥାନରୁ ଲୋକେ ଆସି ଖୁବ ଭିଡ଼ ଜମାଉଛନ୍ତି।
The post ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ appeared first on Dharitri Odia News.