ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଲୋକ ସଭାରେ…
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ମୋଟ ୨୧ ଆସନରୁ ୧୯ରେ ଭାଜପା ଜିତି ସାରିଥିବା ବେଳେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି। ତେବେ ଟ୍ରେଣ୍ଡ ଅନୁଯାୟୀ କେବଳ ଯାଜପୁର ଲୋକ ସଭା ଆସନରୁ […] The post ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଲୋକ ସଭାରେ… appeared first on Dharitri Odia News.
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ମୋଟ ୨୧ ଆସନରୁ ୧୯ରେ ଭାଜପା ଜିତି ସାରିଥିବା ବେଳେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି। ତେବେ ଟ୍ରେଣ୍ଡ ଅନୁଯାୟୀ କେବଳ ଯାଜପୁର ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ ଚାଲିଛନ୍ତିି। ଉକ୍ତ ଆସନରୁ ଭାଜପା ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା ବିଜୟ ଲାଭ କରିଛନ୍ତି।
The post ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଲୋକ ସଭାରେ… appeared first on Dharitri Odia News.