ଓପ୍ପୋର ଏକ୍ସକ୍ଲୁସିଭ ଡିଲର ଷ୍ଟୋର
ଭୁବନେଶ୍ୱର,୧୩।୪, (ଅନୁରାଧା ମହାରଣା): ବାପୁଜୀନଗରରେ ୟୁନିକର୍ନର ୬ଷ୍ଠ ଓପ୍ପୋ ଏକ୍ସକ୍ଲୁସିଭ ଷ୍ଟୋର ଖୋଲାଯାଇଛି। ଶୁକ୍ରବାର ଏହାର ଉଦ୍ଘାଟନୀ ଉସତ୍ବରେ ଓ଼ପ୍ପୋ କମ୍ପାନୀର ସିଇଓ ମି. ୟାଫେଟ୍ସଙ୍କ ସହ ଷ୍ଟୋରର ମାଲିକ ଜ୍ଞାନରଞ୍ଜନ ପାତ୍ର, ସେଲ୍ସ ନିର୍ଦ୍ଦେଶକ କାଜଲ କୁମାର ଦାସ, କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଋଷଭ ନନ୍ଦ, ରିଜିଓନାଲ ମ୍ୟାନେଜଇ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସିଇଓ ଓ଼ପ୍ପୋର ଚାହିଦା ଓ ଲୋକପ୍ରିୟତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ l ଆର୍ଥିକ ଓ […] The post ଓପ୍ପୋର ଏକ୍ସକ୍ଲୁସିଭ ଡିଲର ଷ୍ଟୋର appeared first on Dharitri Odia News.
ଭୁବନେଶ୍ୱର,୧୩।୪, (ଅନୁରାଧା ମହାରଣା): ବାପୁଜୀନଗରରେ ୟୁନିକର୍ନର ୬ଷ୍ଠ ଓପ୍ପୋ ଏକ୍ସକ୍ଲୁସିଭ ଷ୍ଟୋର ଖୋଲାଯାଇଛି। ଶୁକ୍ରବାର ଏହାର ଉଦ୍ଘାଟନୀ ଉସତ୍ବରେ ଓ଼ପ୍ପୋ କମ୍ପାନୀର ସିଇଓ ମି. ୟାଫେଟ୍ସଙ୍କ ସହ ଷ୍ଟୋରର ମାଲିକ ଜ୍ଞାନରଞ୍ଜନ ପାତ୍ର, ସେଲ୍ସ ନିର୍ଦ୍ଦେଶକ କାଜଲ କୁମାର ଦାସ, କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଋଷଭ ନନ୍ଦ, ରିଜିଓନାଲ ମ୍ୟାନେଜଇ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସିଇଓ ଓ଼ପ୍ପୋର ଚାହିଦା ଓ ଲୋକପ୍ରିୟତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ l ଆର୍ଥିକ ଓ ଟିକ୍ନୋଲୋଜି ଦୃଷ୍ଟିକୋଣରୁ ଏହା ଓଡ଼ିଶାର ସବୁବର୍ଗର ଲୋକଙ୍କର ପ୍ରିୟଭାଜନ ହୋଇପାରିଛି l ଓଡ଼ିଶାରେ ଭୁବନେଶ୍ୱରସ୍ଥିତ ବାପୁଜୀ ନଗର ମୋବାଇଲ ବ୍ୟବସାୟ କ୍ଷେତ୍ରରେ ବିଜ୍ନେସ ହବ୍ର ପରିଚୟ ସୃଷ୍ଟି କରିପାରିଛି l ଓଡ଼ିଶାର କୋଣ ଅନୁକୋଣରୁ ଉତ୍ସାହ ଓ ଆଗ୍ରହର ସହ ଏହି ଶୋ’ରୁମ୍କୁ ଆସିଥାନ୍ତି ବୋଲି ସେ କହିଛନ୍ତି l ଏହାକୁ ଦୃଷ୍ଟିରେ ରଖି ଆଗକୁ ଓ଼ପ୍ପୋ ସମଗ୍ର ଓଡ଼ିଶାରେ ଏହିଭଳି ଭାବରେ ତା’ର ଫ୍ରାଞ୍ଚାଇଜ ଶୋ’ରୁମ୍ ଖୋଲିବାକୁ ଲକ୍ଷ୍ୟ ରଖିଛି l କାର୍ଯ୍ୟକ୍ରମରେ ଷ୍ଟୋର ମାଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
The post ଓପ୍ପୋର ଏକ୍ସକ୍ଲୁସିଭ ଡିଲର ଷ୍ଟୋର appeared first on Dharitri Odia News.