ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ…

ଭଦ୍ରକ, ୨୬।୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ନିକଟରେ ଘଟିଛି ବଡ଼ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରିଜରୁ ତଳକୁ ଖସିଛି ୨ ଟ୍ରକ। ଏଥିରେ ୩ ଗୁରୁତର ହୋଇଛନ୍ତି। ସୂଚନାଥାଉ କି, ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା କହାଯାଉଛି। ଉଭୟ ଟ୍ରକ୍ର ଡ୍ରାଇଭର ସହ ଜଣେ ହେଲ୍ପର ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […] The post ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ… appeared first on Dharitri Odia News.

ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ…

ଭଦ୍ରକ, ୨୬।୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ନିକଟରେ ଘଟିଛି ବଡ଼ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରିଜରୁ ତଳକୁ ଖସିଛି ୨ ଟ୍ରକ। ଏଥିରେ ୩ ଗୁରୁତର ହୋଇଛନ୍ତି।

ସୂଚନାଥାଉ କି, ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା କହାଯାଉଛି। ଉଭୟ ଟ୍ରକ୍ର ଡ୍ରାଇଭର ସହ ଜଣେ ହେଲ୍ପର ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।

The post ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ… appeared first on Dharitri Odia News.