ଓଭାଲ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ: ନେଟ୍ସରେ ଝାଳ ବୁହାଇଲେ ଖେଳାଳି
ଲଣ୍ଡନ,୨୯ା୭: ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ। ଏଥିଲାଗି ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାର ଦି ଓଭାଲ ଗ୍ରାଉଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ଗତ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନ ପ୍ରଥମ ଖେଳାଳି ଭାବେ ନେଟ୍ସରେ ପହଞ୍ଚିଥିଲେ। ସିରିଜ୍ରେ ଏପର୍ଯ୍ୟନ୍ତ ଖେଳି ନ ଥିବା କୁଲଦୀପ ଯାଦବ ନେଟ୍ସରେ ଝାଳ ବୁହାଇଥିଲେ। ବୋଲିଂ କୋଚ୍ ମର୍ନେ ମୋର୍କେଲଙ୍କ ତତ୍ତ୍ୱାବଧାନରେ ପଦାର୍ପଣ ଅପେକ୍ଷାରେ ଥିବା ବାମହାତୀ ପେସର ଅର୍ଶଦୀପ […] The post ଓଭାଲ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ: ନେଟ୍ସରେ ଝାଳ ବୁହାଇଲେ ଖେଳାଳି appeared first on Dharitri Odia News.
ଲଣ୍ଡନ,୨୯ା୭: ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ। ଏଥିଲାଗି ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାର ଦି ଓଭାଲ ଗ୍ରାଉଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି।
ଗତ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନ ପ୍ରଥମ ଖେଳାଳି ଭାବେ ନେଟ୍ସରେ ପହଞ୍ଚିଥିଲେ। ସିରିଜ୍ରେ ଏପର୍ଯ୍ୟନ୍ତ ଖେଳି ନ ଥିବା କୁଲଦୀପ ଯାଦବ ନେଟ୍ସରେ ଝାଳ ବୁହାଇଥିଲେ। ବୋଲିଂ କୋଚ୍ ମର୍ନେ ମୋର୍କେଲଙ୍କ ତତ୍ତ୍ୱାବଧାନରେ ପଦାର୍ପଣ ଅପେକ୍ଷାରେ ଥିବା ବାମହାତୀ ପେସର ଅର୍ଶଦୀପ ସିଂ ଓ ଶାର୍ଦ୍ଦୂଳ ଠାକୁର ମଧ୍ୟ ବୋଲିଂ କରିଥିଲେ।
The post ଓଭାଲ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ: ନେଟ୍ସରେ ଝାଳ ବୁହାଇଲେ ଖେଳାଳି appeared first on Dharitri Odia News.