ଓମରଙ୍କ ମାରାଥନ ଦୌଡ, ୨୧ କିଲୋମିଟର ଦୌଡିଲେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା
ଓମରଙ୍କ ମାରାଥନ ଦୌଡ । ୨୧ କିଲୋମିଟର ମାରାଥନ ଦୌଡିଲେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ରବିବାର ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା କଶ୍ମୀର ମାରାଥନରେ ୨ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ମାରାଥନରେ ୩୫ ଜଣ ସ୍ଥାନୀୟ ପ୍ରତିଯୋଗୀଙ୍କ ସହ ୧୩ଟି ଦେଶର ୫୯ ଜଣ ଆନ୍ତର୍ଜାତିକ ଆଥଲେଟ୍ ଭାଗ ନେଇଥିଲେ । ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ବଲିଉଡ ଅଭିନେତା ସୁନୀଲ ଶେଟ୍ଟି ପ୍ରମୁଖ ଜମ୍ମୁକଶ୍ମୀର […] The post ଓମରଙ୍କ ମାରାଥନ ଦୌଡ, ୨୧ କିଲୋମିଟର ଦୌଡିଲେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା appeared first on KNews Odisha.

ଓମରଙ୍କ ମାରାଥନ ଦୌଡ । ୨୧ କିଲୋମିଟର ମାରାଥନ ଦୌଡିଲେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ରବିବାର ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା କଶ୍ମୀର ମାରାଥନରେ ୨ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ମାରାଥନରେ ୩୫ ଜଣ ସ୍ଥାନୀୟ ପ୍ରତିଯୋଗୀଙ୍କ ସହ ୧୩ଟି ଦେଶର ୫୯ ଜଣ ଆନ୍ତର୍ଜାତିକ ଆଥଲେଟ୍ ଭାଗ ନେଇଥିଲେ ।
ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ବଲିଉଡ ଅଭିନେତା ସୁନୀଲ ଶେଟ୍ଟି ପ୍ରମୁଖ ଜମ୍ମୁକଶ୍ମୀର ମାରାଥନର ଫ୍ଲାଗିଂ ଅଫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଫ୍ଲାଗଅଫ୍ ପରେ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ମାରାଥନରେ ଭାଗ ନେଇ ୨୧ କିଲୋମିଟର ଦୈାଡିଥିଲେ ।
The post ଓମରଙ୍କ ମାରାଥନ ଦୌଡ, ୨୧ କିଲୋମିଟର ଦୌଡିଲେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା appeared first on KNews Odisha.