ଓମ୍‌ ଶାନ୍ତି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଆସନ୍ତା ୯ ତାରିଖରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ। ଏହା ପୁର୍ବରୁ ଭଞ୍ଜନଗର ପ୍ରଜାପିତା ବ୍ରହ୍ମକୁମାରି ଇଶରୀୟ ବିଶବିଦ୍ୟାଳୟ (ଓମ ଶାନ୍ତି) ଶାଖା କାର୍ଯ୍ୟାଳୟ ପକ୍ଷରୁ ଆଜକୁ ୪ ଦିନ ହେବ ରକ୍ଷା ବନ୍ଧନ ଉତ୍ସବ ପାଳନ ହେଉଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାଖା ସଂଯୋଜିକା ବ୍ରହ୍ମକୁମାରୀ ସନ୍ତଶିନି ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି। ଶନିବାର ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟରେ ଭଉଣୀ ମାନେ ପହଞ୍ଚି ଭାଇ ମାନକୁ ରାକ୍ଷୀ ବାନ୍ଧିଥିଲେ। […] The post ଓମ୍‌ ଶାନ୍ତି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ appeared first on Dharitri Odia News.

ଓମ୍‌ ଶାନ୍ତି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଆସନ୍ତା ୯ ତାରିଖରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ। ଏହା ପୁର୍ବରୁ ଭଞ୍ଜନଗର ପ୍ରଜାପିତା ବ୍ରହ୍ମକୁମାରି ଇଶରୀୟ ବିଶବିଦ୍ୟାଳୟ (ଓମ ଶାନ୍ତି) ଶାଖା କାର୍ଯ୍ୟାଳୟ ପକ୍ଷରୁ ଆଜକୁ ୪ ଦିନ ହେବ ରକ୍ଷା ବନ୍ଧନ ଉତ୍ସବ ପାଳନ ହେଉଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାଖା ସଂଯୋଜିକା ବ୍ରହ୍ମକୁମାରୀ ସନ୍ତଶିନି ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି। ଶନିବାର ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟରେ ଭଉଣୀ ମାନେ ପହଞ୍ଚି ଭାଇ ମାନକୁ ରାକ୍ଷୀ ବାନ୍ଧିଥିଲେ। ଏଥିସହ ରକ୍ଷା ବନ୍ଧନ ସମ୍ପର୍କରେ ବୁଝାଇଥିଲେ।

The post ଓମ୍‌ ଶାନ୍ତି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ appeared first on Dharitri Odia News.