ଓଲଟିଲା ପିକଅପ୍: ୨ ମୃତ, ୧୪ ଆହତ
କୋଣାର୍କ, ୧୪।୬: ପହିଲି ରଜରେ ପୁରୀରୁ ଆସିଛି ଭୟଙ୍କର ଦୁର୍ଘଟଣାର ଖବର। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପିକଅପ୍ ଓଲଟାଇବାରୁ ୨ ମୃତ୍ୟୁ ବାରଣ କରିଥିବା ବେଳେ, ୧୪ ଆହତ ହୋଇଛନ୍ତି।୧୪ ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ କାକଟପୁର ଅସ୍ତରଙ୍ଗ ଅଞ୍ଚଳର ପାନଚାଷୀ ବୋଲି ସୂଚନା ମିଳିଛି। The post ଓଲଟିଲା ପିକଅପ୍: ୨ ମୃତ, ୧୪ ଆହତ appeared first on Dharitri Odia News.
କୋଣାର୍କ, ୧୪।୬: ପହିଲି ରଜରେ ପୁରୀରୁ ଆସିଛି ଭୟଙ୍କର ଦୁର୍ଘଟଣାର ଖବର। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପିକଅପ୍ ଓଲଟାଇବାରୁ ୨ ମୃତ୍ୟୁ ବାରଣ କରିଥିବା ବେଳେ, ୧୪ ଆହତ ହୋଇଛନ୍ତି।୧୪ ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ କାକଟପୁର ଅସ୍ତରଙ୍ଗ ଅଞ୍ଚଳର ପାନଚାଷୀ ବୋଲି ସୂଚନା ମିଳିଛି।
The post ଓଲଟିଲା ପିକଅପ୍: ୨ ମୃତ, ୧୪ ଆହତ appeared first on Dharitri Odia News.