ଓଲଟିଲା ବରଯାତ୍ରୀ ଭ୍ୟାନ୍, ୧୫ରୁ ଉର୍ଦ୍ଧ୍ବ ଆହତ, ଦୁଇ ଗୁରୁତର
ବଣାଇ: ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। ଏଥିରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟୀକାୟତପାଲି ଥାନାର ସରସରା ନିକଟ କୁଲକତା ଘାଟିରେ।ସୂଚନା ଅନୁଯାୟୀ, ବରଯାତ୍ରୀ ପିକଅପ୍ ଭ୍ୟାନ୍ରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିଥିଲେ। ତେବେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ ହୋଇଥିବାବେଳେ, ଅନ୍ୟମାନେ ବଣାଇ ଡାକ୍ତର ଖାନାରେ ଆସୁ ଚିକିତ୍ସା ହେଉଛନ୍ତି।ଜଣ୍ଡାରୁ ସରାଗଡ଼ିହି ଏକ ପିକ୍ଅପ୍ ଭ୍ୟାନ୍ରେ ବାହାଘରକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଟୀକାୟତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଣାଇ: ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। ଏଥିରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟୀକାୟତପାଲି ଥାନାର ସରସରା ନିକଟ କୁଲକତା ଘାଟିରେ।
ସୂଚନା ଅନୁଯାୟୀ, ବରଯାତ୍ରୀ ପିକଅପ୍ ଭ୍ୟାନ୍ରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିଥିଲେ। ତେବେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ ହୋଇଥିବାବେଳେ, ଅନ୍ୟମାନେ ବଣାଇ ଡାକ୍ତର ଖାନାରେ ଆସୁ ଚିକିତ୍ସା ହେଉଛନ୍ତି।
ଜଣ୍ଡାରୁ ସରାଗଡ଼ିହି ଏକ ପିକ୍ଅପ୍ ଭ୍ୟାନ୍ରେ ବାହାଘରକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଟୀକାୟତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।