ଓଲଟିଲା ମାଛଧରା ଡଙ୍ଗା, ଜଣେ ମୃତ

ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଳଭଣ୍ଡରରେ ଡଙ୍ଗା ଓଲଟିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ୩ଜଣ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଜଳଭଣ୍ଡାରର ଡାୟକ-୩ ନିକଟରେ ଡଙ୍ଗା ଓଲଟି ପଡିଥିଲା । ଅଘଟଣରେ ୨ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଚିତ୍ରକୋଣ୍ଡା ଥାନା ତାଳପଦର ଗାଁର ହୋଇଥିବା ସୂଚନା ମିଳିଛି ।