ଓଲିଉଡ୍‌ରେ ଅଳିଆ କିଏ ?

ସ୍ୱତନ୍ତ୍ର ସାକ୍ଷାତକାରରେ ଅଭିନେତା ମନୋଜ ମିଶ୍ର କହୁ କହୁ ସବୁ କହିଦେଲେ ।

ଓଲିଉଡ୍‌ରେ ଅଳିଆ କିଏ ?

ସ୍ୱତନ୍ତ୍ର ସାକ୍ଷାତକାରରେ ଅଭିନେତା ମନୋଜ ମିଶ୍ର କହୁ କହୁ ସବୁ କହିଦେଲେ । ଓଲିଉଡ୍‌ର ଅନେକ ଭିତିରି କଥା କହିବା ସହ କିଏ ଅଳିଆ ଆଉ କିଏ ସୁପରଷ୍ଟାର, ସେ କଥା ମଧ୍ୟ କହିଛନ୍ତି। ବାଦ ବିବାଦ ପଛର ସତ କଥା ବି କହିଲେ। ତେବେ ମନୋଜ କାହାକୁ ହାର୍ଡ ଟାର୍ଗେଟ କଲେ ଆଉ କାହାକୁ ସପ୍ଟ ଟାର୍ଗେଟ କଲେ, ଦେଖନ୍ତୁ ମନୋଜ ମିଶ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।