ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ
ବିଶାଖାପାଟନମ୍,୩୧।୩:ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ ଡେଭିଡ ୱାର୍ନରଙ୍କ ଆରମ୍ଭରୁ ଚମତ୍କାର ଆରମ୍ଭ କରିଥିଲେ। ସେତେବେଳେ ଲାଗୁଥିଲା ଯେ ସ୍କୋର ସହଜରେ ୨୦୦ ଅତିକ୍ରମ କରିବ, କିନ୍ତୁ ମଧ୍ୟଭାଗରେ ମାଥିଶା ପାଥିରାନା କ୍ରମାଗତ ଉଇକେଟ ନେଇ ଦିଲ୍ଲୀକୁ ଏକ ବିରାଟ ସ୍କୋର କରିବାକୁ […] The post ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ appeared first on Dharitri Odia News.
ବିଶାଖାପାଟନମ୍,୩୧।୩:ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ ଡେଭିଡ ୱାର୍ନରଙ୍କ ଆରମ୍ଭରୁ ଚମତ୍କାର ଆରମ୍ଭ କରିଥିଲେ। ସେତେବେଳେ ଲାଗୁଥିଲା ଯେ ସ୍କୋର ସହଜରେ ୨୦୦ ଅତିକ୍ରମ କରିବ, କିନ୍ତୁ ମଧ୍ୟଭାଗରେ ମାଥିଶା ପାଥିରାନା କ୍ରମାଗତ ଉଇକେଟ ନେଇ ଦିଲ୍ଲୀକୁ ଏକ ବିରାଟ ସ୍କୋର କରିବାକୁ ଅଟକାଇଥିଲେ। ଦିଲ୍ଲୀ ପାଇଁ ଡେଭିଡ ୱାର୍ନର ୫୨ରନ, ରିଷଭ ପନ୍ତ ୫୧ ରନ ଏବଂ ପୃଥ୍ବୀ ଶ’ ୪୩ ରନ ସ୍କୋର କରିଥିଲେ। ଚେନ୍ନାଇ ପାଇଁ ପାଥିରାନା ୩ ଉଇକେଟ ନେଇଥିଲେ।
The post ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ appeared first on Dharitri Odia News.