ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୪)
ପୁରୀ ହରଚଣ୍ଡୀସାହି ଜାତ ମେଢ ଆଲୋକମାଳାରେ ଝଲସୁଛି ଶ୍ରୀମନ୍ଦିର ଦେବାଦେବୀଙ୍କୁ ଆବାହନ ପାଇଁ ଯଜ୍ଞ କୁଣ୍ଡ ଚତୁପାର୍ଶ୍ଵରେ ବ୍ରାହ୍ମଣମାନେ ମଣ୍ଡଳ କାଟୁଛନ୍ତି କଟକ ସୂତାହାଟ ତନ୍ତୀ ସାହି ଅଞ୍ଚଳରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ ପୋଙ୍ଗଲ ପର୍ବର ପ୍ରଥମ ଦିବସରେ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚନା କଟକ ସାରଳା ଭବନ ହୀରାଖଣ୍ଡ ସଂସ୍କୃତିକ ସମାଜ ପକ୍ଷରୁ ଅନୁଷ୍ଠିତ ଭେଟଘାଟ୍ ତହାର୍ ରେ ପରିବେଷିତ ସମ୍ବଲପୁରୀ ନୃତ୍ୟ The post ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୪) appeared first on Dharitri Odia News.
ପୁରୀ ହରଚଣ୍ଡୀସାହି ଜାତ ମେଢ
ଆଲୋକମାଳାରେ ଝଲସୁଛି ଶ୍ରୀମନ୍ଦିର
ଦେବାଦେବୀଙ୍କୁ ଆବାହନ ପାଇଁ ଯଜ୍ଞ କୁଣ୍ଡ ଚତୁପାର୍ଶ୍ଵରେ ବ୍ରାହ୍ମଣମାନେ ମଣ୍ଡଳ କାଟୁଛନ୍ତି
କଟକ ସୂତାହାଟ ତନ୍ତୀ ସାହି ଅଞ୍ଚଳରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ ପୋଙ୍ଗଲ ପର୍ବର ପ୍ରଥମ ଦିବସରେ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚନା
କଟକ ସାରଳା ଭବନ ହୀରାଖଣ୍ଡ ସଂସ୍କୃତିକ ସମାଜ ପକ୍ଷରୁ ଅନୁଷ୍ଠିତ ଭେଟଘାଟ୍ ତହାର୍ ରେ ପରିବେଷିତ ସମ୍ବଲପୁରୀ ନୃତ୍ୟ
The post ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୪) appeared first on Dharitri Odia News.