ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୪ )

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ପାଣି ନଥିବାରୁ ଫୁଡ଼ କୋର୍ଟ ପାର୍ଶ୍ୱରେ ଥିବା ବୋଟ୍ ଗୁଡିକର ଚଳାଚଳ ସାମୟିକ ପାଇଁ ବନ୍ଦ ରହିଛି     କଟକ କାଠଗଡ଼ା ସାହି ଶିଳ୍ପୀ ଲଷ୍ମୀଧର ରଣାଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ୩୦ ଫୁଟ ଉଚ୍ଚା ମହାଦେବଙ୍କ ଫାଇବର୍ ପ୍ରତିମୂର୍ତି ପାଇଁ ପ୍ରସ୍ତୁତି     ସିପି କାର୍ଯ୍ୟାଳୟରେ କମିଶନରେଟ ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ସପ୍ତାହରେ ସିପି କାର୍ଯ୍ୟାଳୟରୁ ମଟର ସାଇକେଲ୍ ସଚେତନତା ଶୋଭାଯାତ୍ରା The post ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୪ )

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ପାଣି ନଥିବାରୁ ଫୁଡ଼ କୋର୍ଟ ପାର୍ଶ୍ୱରେ ଥିବା ବୋଟ୍ ଗୁଡିକର ଚଳାଚଳ ସାମୟିକ ପାଇଁ ବନ୍ଦ ରହିଛି

 

 

କଟକ କାଠଗଡ଼ା ସାହି ଶିଳ୍ପୀ ଲଷ୍ମୀଧର ରଣାଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ୩୦ ଫୁଟ ଉଚ୍ଚା ମହାଦେବଙ୍କ ଫାଇବର୍ ପ୍ରତିମୂର୍ତି ପାଇଁ ପ୍ରସ୍ତୁତି

 

 

ସିପି କାର୍ଯ୍ୟାଳୟରେ କମିଶନରେଟ ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ସପ୍ତାହରେ ସିପି କାର୍ଯ୍ୟାଳୟରୁ ମଟର ସାଇକେଲ୍ ସଚେତନତା ଶୋଭାଯାତ୍ରା

The post ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୪ ) appeared first on Dharitri Odia News.