ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୦, ୨୦୨୪ )
ଭୁବନେଶ୍ୱର ୟୁନିଟ ୩ କ୍ୟାପିଟାଲ ହାଇ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ପିଲାମାନଙ୍କର ଭିଡ ଭୁବନେଶ୍ୱରର ଲୋୟର ପିଏମଜିରେ ତାମୁଡିଆ(ପୁରାଣ) ସମାଜ ବିକାଶ ପରିଷଦ ପକ୍ଷରୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେଵା ଦାବିରେ ଧାରଣା କଟକ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ପରୀକ୍ଷା ଦେଇସାରି ପିଲାମାନେ ଫେରୁଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସମର୍ପଣ The post ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୦, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱର ୟୁନିଟ ୩ କ୍ୟାପିଟାଲ ହାଇ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ପିଲାମାନଙ୍କର ଭିଡ
ଭୁବନେଶ୍ୱରର ଲୋୟର ପିଏମଜିରେ ତାମୁଡିଆ(ପୁରାଣ) ସମାଜ ବିକାଶ ପରିଷଦ ପକ୍ଷରୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେଵା ଦାବିରେ ଧାରଣା
କଟକ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ପରୀକ୍ଷା ଦେଇସାରି ପିଲାମାନେ ଫେରୁଛନ୍ତି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସମର୍ପଣ
The post ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୦, ୨୦୨୪ ) appeared first on Dharitri Odia News.