ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ )

  ଇଣ୍ଡିଆନ୍ ମହିଳା ଲିଗ୍ ୨୦୨୩ -୨୪: ଭୁବନେଶ୍ୱରରେ କ୍ରୀଡ଼ା ଓଡିଶା ସହିତ ସେତୁ ଏଫ୍ସି ର ମ୍ୟାଚ     ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ତଦାରଖ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲର ଚେୟାରମ୍ୟାନ୍ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ ପସାୟତ୍ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରୁଛନ୍ତି     କଟକ ଦେଉଳ ସାହିସ୍ଥିତ ଏକ ମଣ୍ଡପ ପରିସରରେ ୭୨ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଅନୁଷ୍ଠିତ ପବିତ୍ର ଦୋଳ ମେଳଣ ପ୍ରସ୍ତୁତି ନବମୀ ମହାସଭା The post ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ )

 

ଇଣ୍ଡିଆନ୍ ମହିଳା ଲିଗ୍ ୨୦୨୩ -୨୪: ଭୁବନେଶ୍ୱରରେ କ୍ରୀଡ଼ା ଓଡିଶା ସହିତ ସେତୁ ଏଫ୍ସି ର ମ୍ୟାଚ

 

 

ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ତଦାରଖ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲର ଚେୟାରମ୍ୟାନ୍ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ ପସାୟତ୍ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରୁଛନ୍ତି

 

 

କଟକ ଦେଉଳ ସାହିସ୍ଥିତ ଏକ ମଣ୍ଡପ ପରିସରରେ ୭୨ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଅନୁଷ୍ଠିତ ପବିତ୍ର ଦୋଳ ମେଳଣ ପ୍ରସ୍ତୁତି ନବମୀ ମହାସଭା

The post ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ ) appeared first on Dharitri Odia News.