ଓଡ଼ିଶା: ଆଜିର ଫଟୋ ( ୧ ମେ, ୨୦୨୫ )
ଭୁବନେଶ୍ୱରସ୍ଥିତ ଓୟୁଏଟି କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ସିଆଇଟିୟୁ ପକ୍ଷରୁ ଶ୍ରମିକ ଦିବସ ଅବସରରେ ପୁରୀ ସହରରେ ଅନୁଷ୍ଠିତ ଶୋଭାଯାତ୍ରା ଏବଂ ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ସାଧାରଣ ସଭା ଅନୁଷ୍ଠିତ ରଥଯାତ୍ରା ପାଇଁ ପୁରୀ ପୌରସଦନ ସମ୍ମିଳନୀ କକ୍ଷରେ ଆରଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ କଟକ ଶାରଳା ଭବନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ The post ଓଡ଼ିଶା: ଆଜିର ଫଟୋ ( ୧ ମେ, ୨୦୨୫ ) appeared first on Dharitri Odia News.

ଭୁବନେଶ୍ୱରସ୍ଥିତ ଓୟୁଏଟି କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ
ସିଆଇଟିୟୁ ପକ୍ଷରୁ ଶ୍ରମିକ ଦିବସ ଅବସରରେ ପୁରୀ ସହରରେ ଅନୁଷ୍ଠିତ ଶୋଭାଯାତ୍ରା ଏବଂ ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ସାଧାରଣ ସଭା ଅନୁଷ୍ଠିତ
ରଥଯାତ୍ରା ପାଇଁ ପୁରୀ ପୌରସଦନ ସମ୍ମିଳନୀ କକ୍ଷରେ ଆରଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
କଟକ ଶାରଳା ଭବନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
The post ଓଡ଼ିଶା: ଆଜିର ଫଟୋ ( ୧ ମେ, ୨୦୨୫ ) appeared first on Dharitri Odia News.