ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ )
ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି। ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଫଳରେ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ପେଟ୍ରୋଲପମ୍ପର ଦୃଶ୍ୟ The post ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ ) appeared first on Dharitri Odia News.
ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ
ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି।
ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଫଳରେ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ପେଟ୍ରୋଲପମ୍ପର ଦୃଶ୍ୟ
The post ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ ) appeared first on Dharitri Odia News.
