ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪)
ଦୁର୍ଗାପୂଜା ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାନବମୀ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କୁ ଭିଡ଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରରେ ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ ଅବସରରେ ଖାନନଗର ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀଙ୍କୁ ପୂଜା କମିଟିରେ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି The post ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪) appeared first on Dharitri Odia News.


ଦୁର୍ଗାପୂଜା ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାନବମୀ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କୁ ଭିଡ଼

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରରେ ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ ଅବସରରେ ଖାନନଗର ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀଙ୍କୁ ପୂଜା କମିଟିରେ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି
The post ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪) appeared first on Dharitri Odia News.