ଓଡ଼ିଶା: ଆଜିର ଫଟୋ ( ୧୨ ଜୁଲାଇ, ୨୦୨୪ )
ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ଗୁରୁ କେଳୁଚରଣ ମହାନ୍ତି ଓଡିଶୀ ଗବେଷଣା ପ୍ରତିଷ୍ଠାନ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜଗନ୍ନାଥ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ(ଗୁହାରି)ର ଉଦଯାପନୀ ଦିବସ ବିଭିନ୍ନ ଦାବି ନେଇ ଏଆଇଡିଏସଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ କଟକସ୍ଥିତ ଏସସିବି ମେଡିକାଲ କଲେଜ ହେରିଟେଜ ଅଡିଟୋରିଅମରେ ଅନୁଷ୍ଠିତ ଓଡିଶା ମେଡିକାଲ ଆଣ୍ଡ ଟେକ୍ନିକାଲ ଆସୋସିଏସନ କନ୍ଫରେନ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଓ ଅନ୍ୟାନ୍ୟ ଅତିଥିବୃନ୍ଦ The post ଓଡ଼ିଶା: ଆଜିର ଫଟୋ ( ୧୨ ଜୁଲାଇ, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ଗୁରୁ କେଳୁଚରଣ ମହାନ୍ତି ଓଡିଶୀ ଗବେଷଣା ପ୍ରତିଷ୍ଠାନ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜଗନ୍ନାଥ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ(ଗୁହାରି)ର ଉଦଯାପନୀ ଦିବସ
ବିଭିନ୍ନ ଦାବି ନେଇ ଏଆଇଡିଏସଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ

କଟକସ୍ଥିତ ଏସସିବି ମେଡିକାଲ କଲେଜ ହେରିଟେଜ ଅଡିଟୋରିଅମରେ ଅନୁଷ୍ଠିତ ଓଡିଶା ମେଡିକାଲ ଆଣ୍ଡ ଟେକ୍ନିକାଲ ଆସୋସିଏସନ କନ୍ଫରେନ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଓ ଅନ୍ୟାନ୍ୟ ଅତିଥିବୃନ୍ଦ
The post ଓଡ଼ିଶା: ଆଜିର ଫଟୋ ( ୧୨ ଜୁଲାଇ, ୨୦୨୪ ) appeared first on Dharitri Odia News.