ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଶୋଳପୁଅ ମା ଠାକୁରାଣୀ ପୂଜା କଟକ କୁମ୍ଭାର ସାହି ଅଂଚଳରେ ଶିଳ୍ପୀ ମା ଦୁର୍ଗାଙ୍କ ମୁର୍ମୟୀ ପ୍ରତିମାଙ୍କ ମାଟି ମୁଖା ଓ ପ୍ରତିମା ଗଢୁଛନ୍ତି The post ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ ) appeared first on Dharitri Odia News.

ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଶୋଳପୁଅ ମା ଠାକୁରାଣୀ ପୂଜା
କଟକ କୁମ୍ଭାର ସାହି ଅଂଚଳରେ ଶିଳ୍ପୀ ମା ଦୁର୍ଗାଙ୍କ ମୁର୍ମୟୀ ପ୍ରତିମାଙ୍କ ମାଟି ମୁଖା ଓ ପ୍ରତିମା ଗଢୁଛନ୍ତି
The post ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ ) appeared first on Dharitri Odia News.