ଓଡ଼ିଶା: ଆଜିର ଫଟୋ ( ୧୯ ଜୁନ, ୨୦୨୪)
କଟକ ଫିରିଙ୍ଗ ବଜାର ଅଂଚଳରେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପହଣ୍ଡି ନୀତି ପାଇଁ ଟାହିଆ ପ୍ରସ୍ତୁତ କରୁଛନ୍ତି କାରିଗର କଟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ପାଇଁ ରଥ ଚକ ନିର୍ମାଣ ଚାଲିଛି The post ଓଡ଼ିଶା: ଆଜିର ଫଟୋ ( ୧୯ ଜୁନ, ୨୦୨୪) appeared first on Dharitri Odia News.
କଟକ ଫିରିଙ୍ଗ ବଜାର ଅଂଚଳରେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପହଣ୍ଡି ନୀତି ପାଇଁ ଟାହିଆ ପ୍ରସ୍ତୁତ କରୁଛନ୍ତି କାରିଗର
କଟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ପାଇଁ ରଥ ଚକ ନିର୍ମାଣ ଚାଲିଛି
The post ଓଡ଼ିଶା: ଆଜିର ଫଟୋ ( ୧୯ ଜୁନ, ୨୦୨୪) appeared first on Dharitri Odia News.