ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ!
ଭୁବନେଶ୍ୱର, ୩୧।୫: ରାଜ୍ୟରେ ପ୍ରବଳ ହିଟ୍ଓ୍ବେଭ୍ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା ବେଳେ ଅଶୁଘାତରେ ବଡ ସଂଖ୍ୟାରେ ଲୋକେ ମୃତ୍ୟୁ ବାରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରାୟ ୪୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ କେବନ କେବଳ ସୁନ୍ଦରଗଡ଼ ଜିଲାରେ ଗୋଟି ଗୋଟିଏ ଦିନରେ ଅତିକମ୍ରେ […] The post ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ! appeared first on Dharitri Odia News.
ଭୁବନେଶ୍ୱର, ୩୧।୫: ରାଜ୍ୟରେ ପ୍ରବଳ ହିଟ୍ଓ୍ବେଭ୍ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା ବେଳେ ଅଶୁଘାତରେ ବଡ ସଂଖ୍ୟାରେ ଲୋକେ ମୃତ୍ୟୁ ବାରଣ କରିଛନ୍ତି।
ରିପୋର୍ଟ ଅନୁଯାୟୀ ପ୍ରାୟ ୪୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ କେବନ କେବଳ ସୁନ୍ଦରଗଡ଼ ଜିଲାରେ ଗୋଟି ଗୋଟିଏ ଦିନରେ ଅତିକମ୍ରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତି ୧୦ଟା ସୁଦ୍ଧା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ରେ ୧୨ଜଣ, ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୪ ଓ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ୍ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସେହିପରି ସମ୍ବଲପୁରରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ବଲାଙ୍ଗୀରେ ୬, ଝାରସୁଗୁଡାରେ ୭ ଏବଂ ଅନ୍ୟ ସ୍ଥାନରେ ତିନି ଜଣ ପ୍ରାଣ ହରାଇଛନ୍ତି। ଏହି ସମସ୍ତଙ୍କର ଅଂଶୁଘାତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
The post ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ! appeared first on Dharitri Odia News.