ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ )

ବ୍ରହ୍ମପୁର ସହରରେ କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଳମୟ ଓ ସବୁଆଡେ ଗଛ ଭାଙ୍ଗିପଡିଛି, ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି       ରାଜଧାନୀରେ କାଳବୈଶାଖୀ ଜନିତ ବର୍ଷା       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟକଳା ନୃତ୍ୟ ଏକାଡେମୀର ବାର୍ଷିକ ଦିବସ ପାଳନ       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୨୭ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ ନାଟକ ‘ମହା ସଂଗ୍ରାମର ମହାନାୟକ’ର ଦୃଶ୍ୟ The post ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ )

ବ୍ରହ୍ମପୁର ସହରରେ କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଳମୟ ଓ ସବୁଆଡେ ଗଛ ଭାଙ୍ଗିପଡିଛି, ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି

 

 

 

ରାଜଧାନୀରେ କାଳବୈଶାଖୀ ଜନିତ ବର୍ଷା

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟକଳା ନୃତ୍ୟ ଏକାଡେମୀର ବାର୍ଷିକ ଦିବସ ପାଳନ

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୨୭ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ ନାଟକ ‘ମହା ସଂଗ୍ରାମର ମହାନାୟକ’ର ଦୃଶ୍ୟ

The post ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ ) appeared first on Dharitri Odia News.