ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ     ଟ୍ରେନକୁ ଅପେକ୍ଷା କରି ଭୁବନେଶ୍ୱର ରେଳଷ୍ଟେସନରେ ବସି ରହିଛନ୍ତି ଯାତ୍ରୀ   ଭୁବନେଶ୍ୱରରେ ଝିପିଝିପି ବର୍ଷା ଅନୁଭୂତ The post ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ

ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ

 

 

ଟ୍ରେନକୁ ଅପେକ୍ଷା କରି ଭୁବନେଶ୍ୱର ରେଳଷ୍ଟେସନରେ ବସି ରହିଛନ୍ତି ଯାତ୍ରୀ

 

ଭୁବନେଶ୍ୱରରେ ଝିପିଝିପି ବର୍ଷା ଅନୁଭୂତ

The post ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ ) appeared first on Dharitri Odia News.