ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ   ଅସହ୍ୟ ତାତିରୁ ସାମୟିକ ରକ୍ଷା ପାଇବା ପାଇଁ କଟକ ତୁଳସୀପୁର ନିକଟସ୍ଥ ମହାନଦୀରେ ଗାଧୋଇ ମଜା ନେଉଛନ୍ତି ଯୁବକମାନେ   ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କଟକ ସହର ରାସ୍ତା ବଜାର ଶୂନଶାନ   କଟକ ବକ୍ସିବଜାର ଛକ ରାସ୍ତା ପାର୍ଶ୍ୱରେ ଧାନ ଖାଉଛନ୍ତି ପାରା […] The post ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ

 

ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

 

ଅସହ୍ୟ ତାତିରୁ ସାମୟିକ ରକ୍ଷା ପାଇବା ପାଇଁ କଟକ ତୁଳସୀପୁର ନିକଟସ୍ଥ ମହାନଦୀରେ ଗାଧୋଇ ମଜା ନେଉଛନ୍ତି ଯୁବକମାନେ

 

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କଟକ ସହର ରାସ୍ତା ବଜାର ଶୂନଶାନ

 

କଟକ ବକ୍ସିବଜାର ଛକ ରାସ୍ତା ପାର୍ଶ୍ୱରେ ଧାନ ଖାଉଛନ୍ତି ପାରା ପଲ

 

କଟକ ବାଲିଯାତ୍ରା ତଳ ପଡ଼ିଆ ମହାନଦୀ ଗଡ଼ଗଡ଼ିଆ ଘାଟରେ ଭୁଶୁଡ଼ି ପଡ଼ିଥିବା ସିମେଣ୍ଟ କଂକ୍ରିଟ ପାହାଚ ଏଯାଏଁ ମରାମତି ହୋଇନାହିଁ

 

ଖରାଦିନେ ବେଣାଚେର ପରଦାର ଚାହିଦା ଯୋଗୁଁ କଟକ ତିନିକୋଣିଆ ବଗିଚା ଅଞ୍ଚଳରେ ବେଣାଚେର ପରଦା ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ

The post ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪) appeared first on Dharitri Odia News.