ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୪ )

ଜାତୀୟ ଥିଏଟର ମହୋତ୍ସବର ଉଦଯାପନୀ ଦିବସରେ ମୁମ୍ବାଇର କଳାକାର (ଏକରଙ୍ଗ) ମଙ୍ଗଳବାର ଦିନ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ନାଟକ, ‘ନାଟ ସମ୍ରାଟ’     କଟକ ତାଳଦଣ୍ଡା କେନାଲରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୌନ୍ଦର୍ଯ୍ୟକରଣ ଓ ନୌ ବିହାର ଯୋଜନା। ଅଳିଆ ଆବର୍ଜନାରେ ପ୍ରଦୂଷିତ ହୋଇପଡିଛି ତାଳଦଣ୍ଡା କେନାଲ     କଟକ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟଠାରେ ଭୁଶୁଡି ପଡିଥିବା ସିମେଣ୍ଟ ପାହାଚ ଉପରେ ଯୁବତୀ ସେଲ୍ଫି ନେଉଛନ୍ତି The post ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୪ )

ଜାତୀୟ ଥିଏଟର ମହୋତ୍ସବର ଉଦଯାପନୀ ଦିବସରେ ମୁମ୍ବାଇର କଳାକାର (ଏକରଙ୍ଗ) ମଙ୍ଗଳବାର ଦିନ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ନାଟକ, ‘ନାଟ ସମ୍ରାଟ’

 

 

କଟକ ତାଳଦଣ୍ଡା କେନାଲରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୌନ୍ଦର୍ଯ୍ୟକରଣ ଓ ନୌ ବିହାର ଯୋଜନା। ଅଳିଆ ଆବର୍ଜନାରେ ପ୍ରଦୂଷିତ ହୋଇପଡିଛି ତାଳଦଣ୍ଡା କେନାଲ

 

 

କଟକ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟଠାରେ ଭୁଶୁଡି ପଡିଥିବା ସିମେଣ୍ଟ ପାହାଚ ଉପରେ ଯୁବତୀ ସେଲ୍ଫି ନେଉଛନ୍ତି

The post ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୪ ) appeared first on Dharitri Odia News.