ଓଡ଼ିଶା: ଆଜିର ଫଟୋ ( ୩ ମେ, ୨୦୨୫ )
ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଗୋଆ ଏଫସି ଏବଂ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ କଳିଙ୍ଗ ସୁପର କପ ଫାଇନାଲରେ ଗୋଆ ଏଫସି ବିଜୟୀ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପରେ ପଞ୍ଚୁ ପାଣ୍ଡବ ଚାପ ଖେଳୁଛନ୍ତି କଟକ ଖାନନଗର କାଠଯୋଡ଼ି ନଦୀ ରିଂ ରୋଡ ପାର୍ଶ୍ୱରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟ ବେଳେ ବ୍ରିଜ ସ୍ଲାବ ଭାଙ୍ଗି ପଡ଼ିଛି ଗ୍ରହରାଜ ଶନିଙ୍କ ଜନ୍ମ ଦିବସରେ କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶନି ଦେବଙ୍କ […] The post ଓଡ଼ିଶା: ଆଜିର ଫଟୋ ( ୩ ମେ, ୨୦୨୫ ) appeared first on Dharitri Odia News.
ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଗୋଆ ଏଫସି ଏବଂ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ କଳିଙ୍ଗ ସୁପର କପ ଫାଇନାଲରେ ଗୋଆ ଏଫସି ବିଜୟୀ
ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପରେ ପଞ୍ଚୁ ପାଣ୍ଡବ ଚାପ ଖେଳୁଛନ୍ତି
କଟକ ଖାନନଗର କାଠଯୋଡ଼ି ନଦୀ ରିଂ ରୋଡ ପାର୍ଶ୍ୱରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟ ବେଳେ ବ୍ରିଜ ସ୍ଲାବ ଭାଙ୍ଗି ପଡ଼ିଛି
ଗ୍ରହରାଜ ଶନିଙ୍କ ଜନ୍ମ ଦିବସରେ କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶନି ଦେବଙ୍କ ପ୍ରତିମୂର୍ତ୍ତିରେ ଜଳ ଲାଗି କରୁଥିବା ଶ୍ରଦ୍ଧାଳୁ
The post ଓଡ଼ିଶା: ଆଜିର ଫଟୋ ( ୩ ମେ, ୨୦୨୫ ) appeared first on Dharitri Odia News.