ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୫ )

ଭୁବନେଶ୍ୱରସ୍ଥିତ ଓୟୁଏଟି କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ   ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ କଳିଙ୍ଗ ସୁପର କପର ସେମି ଫାଇନାଲରେ ମୋହନ ବାଗାନ ଏସଜି ଏବଂ ଏଫସି ଗୋଆ ମଧ୍ୟରେ ମ୍ୟାଚ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିରରେ ରଥ କାଠ ଅନୁକୂଳ ପୁରୀରେ ପିଲାଙ୍କ ଶୁଭ ମନାସି ଘଡି ପଥୁଲି ପୂଜା କରାଯାଉଛି ପୁରୀରେ ଚନ୍ଦନ ଯାତ୍ରାରେ ଚାପଖେଳ ପାଇଁ ଚନ୍ଦନ ପୁଷ୍କରିଣୀରେ ନନ୍ଦ ଓ ଭଦ୍ର ଚାପକୁ ପ୍ରସ୍ତୁତ କରି ରଖାଯାଇଛି The post ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୫ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୫ )

ଭୁବନେଶ୍ୱରସ୍ଥିତ ଓୟୁଏଟି କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ

  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ କଳିଙ୍ଗ ସୁପର କପର ସେମି ଫାଇନାଲରେ ମୋହନ ବାଗାନ ଏସଜି ଏବଂ ଏଫସି ଗୋଆ ମଧ୍ୟରେ ମ୍ୟାଚ

ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିରରେ ରଥ କାଠ ଅନୁକୂଳ

ପୁରୀରେ ପିଲାଙ୍କ ଶୁଭ ମନାସି ଘଡି ପଥୁଲି ପୂଜା କରାଯାଉଛି

ପୁରୀରେ ଚନ୍ଦନ ଯାତ୍ରାରେ ଚାପଖେଳ ପାଇଁ ଚନ୍ଦନ ପୁଷ୍କରିଣୀରେ ନନ୍ଦ ଓ ଭଦ୍ର ଚାପକୁ ପ୍ରସ୍ତୁତ କରି ରଖାଯାଇଛି

The post ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୫ ) appeared first on Dharitri Odia News.