ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪)

ପୁରୀ ରଥ ଖଳାରେ ମହାରଣା ସେବକ ମାନେ ରଥର ମୁହାଣ୍ଟକୁ ବିନ୍ଧ କରୁଛନ୍ତି ପୁରୀ ବ୍ଲକ ଛକ ନିକଟରେ ଥିବା ଦେବୀ ମନ୍ଦିରରେ ସମୂହ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ମହିଳା ସାବିତ୍ରୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ନୀତି ସମ୍ପନ୍ନ ପାଇଁ ଶ୍ରୀ ମନ୍ଦିରରୁ ବାହାରି ସାଗର ବିଜେ କରୁଛନ୍ତି ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି କିନ୍ନର   ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି ବିହାରୀ ସମ୍ପ୍ରଦାୟ […] The post ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪)

ପୁରୀ ରଥ ଖଳାରେ ମହାରଣା ସେବକ ମାନେ ରଥର ମୁହାଣ୍ଟକୁ ବିନ୍ଧ କରୁଛନ୍ତି

ପୁରୀ ବ୍ଲକ ଛକ ନିକଟରେ ଥିବା ଦେବୀ ମନ୍ଦିରରେ ସମୂହ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ମହିଳା

ସାବିତ୍ରୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ନୀତି ସମ୍ପନ୍ନ ପାଇଁ ଶ୍ରୀ ମନ୍ଦିରରୁ ବାହାରି ସାଗର ବିଜେ କରୁଛନ୍ତି

ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି କିନ୍ନର

 

ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି ବିହାରୀ ସମ୍ପ୍ରଦାୟ ମହିଳା

ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ଶକ୍ତି ମନ୍ଦିରରେ ପୂଜା କରୁଛନ୍ତି ସାବିତ୍ରୀ ବ୍ରତଧାରୀ ମହିଳା

ଜ୍ଞାନ ମଣ୍ଡଳର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୧୧୩ତମ ଜୟନ୍ତୀ ଅବସରରେ କଟକ ସତୀଚଉରା ସ୍ମସାନ ପରିସରରେ ଥିବା ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଟକ ବକ୍ସିବଜାର ସ୍ଥିତ ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ସଧବା

ବ୍ରହ୍ମପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ସାବିତ୍ରୀ ବ୍ରତ ପୂଜା ସାମଗ୍ରୀ ଧରି କାରାଗାରକୁ ଦେବା ପାଇଁ ଆସିଛନ୍ତି

ଗୋଶାଣିନୁଆଗାଁ ଗୋକୁଳଧାମ,କୋର୍ଟପେଟା ଜଗନ୍ନାଥ ମନ୍ଦିର ଓ ବ୍ରହ୍ମପୁରର ବିଭିନ୍ନ ମନ୍ଦିରରେ ମହିଳାମାନେ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି

ବ୍ରହ୍ମପୁରରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରିବାକୁ ମନ୍ଦିର ଯାଉଛନ୍ତି କିନ୍ନର

The post ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪) appeared first on Dharitri Odia News.