ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୪ )
ଭୁବନେଶ୍ୱରସ୍ଥିତ ଓଡିଶା ଭେଟେନାରୀ କଲେଜ (ଓୟୁଏଟି) କ୍ୟାମ୍ପସ ପରିସରରେ ଓଡିଶା କେନ୍ନେଲ କ୍ଲବ ପକ୍ଷରୁ ‘ଡଗ ଶୋ’ ଆୟୋଜିତ ଭୁବନେଶ୍ୱର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ଏବଂ ଆରପିଆରସି ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ପେଣ୍ଟିଙ୍ଗ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣପରେ ନାଟ୍ୟଧାରା ଆନୁକୂଲ୍ୟରେ ଇଣ୍ଟରନାଶନାଲ ଥିଏଟର କଳାକାରଙ୍କ ଦ୍ୱାରା ନାଟକ ‘ଆଗାମୀ’ ପ୍ରଦର୍ଶିତ କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିଅମରେ ଅନୁଷ୍ଠିତ ୨୩ତମ ରାଜ୍ୟ ସିନିଅର ସଫ୍ଟ ବଲ […] The post ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱରସ୍ଥିତ ଓଡିଶା ଭେଟେନାରୀ କଲେଜ (ଓୟୁଏଟି) କ୍ୟାମ୍ପସ ପରିସରରେ ଓଡିଶା କେନ୍ନେଲ କ୍ଲବ ପକ୍ଷରୁ ‘ଡଗ ଶୋ’ ଆୟୋଜିତ
ଭୁବନେଶ୍ୱର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ଏବଂ ଆରପିଆରସି ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ପେଣ୍ଟିଙ୍ଗ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ
ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣପରେ ନାଟ୍ୟଧାରା ଆନୁକୂଲ୍ୟରେ ଇଣ୍ଟରନାଶନାଲ ଥିଏଟର କଳାକାରଙ୍କ ଦ୍ୱାରା ନାଟକ ‘ଆଗାମୀ’ ପ୍ରଦର୍ଶିତ
କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିଅମରେ ଅନୁଷ୍ଠିତ ୨୩ତମ ରାଜ୍ୟ ସିନିଅର ସଫ୍ଟ ବଲ ପ୍ରତିଯୋଗିତା ଉଦଯାପନୀ ସମାରୋହରେ କିସ(ମହିଳା) ଏବଂ ଭୁବନେଶ୍ୱର(ପୁରୁଷ) ଚାମ୍ପିଅନ

କଟକ ବିଡାନାସୀ ନାହାକ ସାହି ଅଞ୍ଚଳରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବ ସହିତ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚି଼କିତ୍ସିତ ହେଉଛନ୍ତି
The post ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୪ ) appeared first on Dharitri Odia News.