ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧୀ, ରୋଡ୍ ସୋ କରି ଦଳ ପାଇଁ ମାଗିବେ ଭୋଟ୍

ଭୁବନେଶ୍ୱର ୧୧।୦୪ : ନିର୍ବାଚନୀ ସଜବାଜ । ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧୀ। ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକ ଭାବେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଚାର କରିବେ।  ମେ ପ୍ରଥମ ସପ୍ତାହରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ରାହୁଲ , ସୋନିଆ ଏବଂ ପ୍ରିୟଙ୍କା ରୋଡ୍ ସୋ କରି କଂଗ୍ରେସ ପାଇଁ ଭୋଟ୍ ମାଗିବେ। କୋରାପୁଟ, ଜୟପୁର , ରାୟଗଡା ଏବଂ ଗୁଣୁପୁରରେ ପ୍ରଚାର କରିବେ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ କଂଗ୍ରେସ ସାସଂଦ ପ୍ରାର୍ଥୀ ସପ୍ତଗିରି ଉଲାକା ।

ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧୀ, ରୋଡ୍ ସୋ କରି ଦଳ ପାଇଁ ମାଗିବେ ଭୋଟ୍

ଭୁବନେଶ୍ୱର ୧୧।୦୪ : ନିର୍ବାଚନୀ ସଜବାଜ । ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧୀ। ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । 

କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକ ଭାବେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଚାର କରିବେ।  ମେ ପ୍ରଥମ ସପ୍ତାହରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ରାହୁଲ , ସୋନିଆ ଏବଂ ପ୍ରିୟଙ୍କା ରୋଡ୍ ସୋ କରି କଂଗ୍ରେସ ପାଇଁ ଭୋଟ୍ ମାଗିବେ। କୋରାପୁଟ, ଜୟପୁର , ରାୟଗଡା ଏବଂ ଗୁଣୁପୁରରେ ପ୍ରଚାର କରିବେ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ କଂଗ୍ରେସ ସାସଂଦ ପ୍ରାର୍ଥୀ ସପ୍ତଗିରି ଉଲାକା ।