ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ନିର୍ବାଚନର ପ୍ରସ୍ତୁତି ନେଇ ଚୂଡାନ୍ତ ସମୀକ୍ଷା କରିବେ। ନିକଟରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକରୀଙ୍କ ସହ ଦୁଇ ଦିନିଆ ବୈଠକ କରିଥିଲେ। ସ୍ବଚ୍ଛ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ । ଏସବୁ ଭିତରେ ଦେଶରେ ଏପ୍ରିଲ-ମେ ନା ମାର୍ଚ୍ଚ-ଏପ୍ରିଲରେ ଭୋଟ […] The post ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ appeared first on KNews Odisha.

ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ
ec

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ନିର୍ବାଚନର ପ୍ରସ୍ତୁତି ନେଇ ଚୂଡାନ୍ତ ସମୀକ୍ଷା କରିବେ। ନିକଟରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକରୀଙ୍କ ସହ ଦୁଇ ଦିନିଆ ବୈଠକ କରିଥିଲେ। ସ୍ବଚ୍ଛ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ । ଏସବୁ ଭିତରେ ଦେଶରେ ଏପ୍ରିଲ-ମେ ନା ମାର୍ଚ୍ଚ-ଏପ୍ରିଲରେ ଭୋଟ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

The post ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ appeared first on KNews Odisha.