ଓଡ଼ିଶାକୁ ବୋକା ବନାଉଛି ଛତିଶଗଡ଼ !

ଆଖି ନୁହେଁ ଛାତି ଭିତରୁ କାନ୍ଦୁଛି ଚାଷୀ । ଗଜା ହେଉଛି ବସ୍ତା ବସ୍ତା ଧାନ । ପ୍ରଶାସନ ଉପରେ ପଡୁନି ଫରକ୍‌ । ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ଭିତରକୁ ଧସେଇ ପଶିଲେ ଚାଷୀ ।

ଓଡ଼ିଶାକୁ ବୋକା ବନାଉଛି ଛତିଶଗଡ଼ !
Array