ଓଡ଼ିଶାରେ ଏମିତି ଅତିଥି ସତ୍କାର ? ବିଦେଶୀ ରହିଲେ ଭିକାରୀ କେନ୍ଦ୍ରରେ...

ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି। କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା ...