ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍

ମେକ ଇନ ଇଣ୍ଡିଆ ଯୋଜନାରେ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଅସ୍ତ୍ର ଯେ କୌଣସି ଡ୍ରୋନକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ବୁଧବାର 'ଭାର୍ଗବାସ୍ତ୍ର'ର ସଫଳ ପରୀକ୍ଷଣ ହୋଇଛି।

ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍
Array