ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ବର୍ଷେ, ଖାଲି ରହିଛି ମନ୍ତ୍ରିମଣ୍ଡଳ|| BADA KHABAR TV
ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ବର୍ଷେ । ହେଲେ ଖାଲି ରହିଛି ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ମନ୍ତ୍ରୀରେ ଚାଲିଛି ରାଜ୍ୟ ସରକାର । ନିଗମ-ବୋର୍ଡରେ ବସିନାହାନ୍ତି ଅଧ୍ୟକ୍ଷ । ଯାହା ଏବେ ଅନିଶ୍ଚିତତା ଭିତରେ ରହିଛି #Mohan
ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ବର୍ଷେ । ହେଲେ ଖାଲି ରହିଛି ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ମନ୍ତ୍ରୀରେ ଚାଲିଛି ରାଜ୍ୟ ସରକାର । ନିଗମ-ବୋର୍ଡରେ ବସିନାହାନ୍ତି ଅଧ୍ୟକ୍ଷ । ଯାହା ଏବେ ଅନିଶ୍ଚିତତା ଭିତରେ ରହିଛି
#Mohan