ଓଡ଼ିଶାରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ
ଭୁବନେଶ୍ଵରରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ।
ଭୁବନେଶ୍ଵରରେ ୧୯୮୩ ମସିହାର କ୍ରିକେଟ ବିଶ୍ୱକପ୍ ବିଜେତା କ୍ୟାପଟେନ କପିଲ ଦେବ। ଦିନିକିଆ ଓଡିଶା ଗସ୍ତରେ ଆସିଥିବା କିମ୍ୱଦନ୍ତୀ କ୍ରିକେଟର କପିଲ ଦେବ, ଭୁବନେଶ୍ୱରର ଅଗ୍ରଣୀ କ୍ରିକେଟ କ୍ଲବ ପାରାମାଉଣ୍ଟ ସ୍ପୋର୍ଟିଂର କୁନି କୁନି କ୍ରିକେଟର ମାନଙ୍କୁ ଉପଦେଶ ଦେଇଛନ୍ତି।