କଂଗ୍ରେସକୁ ଉଠାଇବା ପାଇଁ ଅଜୟଙ୍କ ହନୁମାନ ଫର୍ମୁଲା

ନୂଆ ପ୍ରଭାରୀ ଅଜୟ କୁମାର କହିଲେ,  ଓଡ଼ିଶାରେ ଚାଲୁଛି ବିଦେଶୀ ସରକାର। ନାରା ଦେଲେ ବାହାର ଲୋକଙ୍କୁ ହଟାଓ ଏବଂ ଓଡ଼ିଶା ବଞ୍ଚାଓ।

କଂଗ୍ରେସକୁ ଉଠାଇବା ପାଇଁ ଅଜୟଙ୍କ ହନୁମାନ ଫର୍ମୁଲା

କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର। ଭୁବନେଶ୍ବରରେ ପହଞ୍ଚୁ ପହଞ୍ଚୁ ଜାଣିଲେ ଯେ ଏଠାରେ ଓଡ଼ିଆ ଲୋକଙ୍କ ଶାସନ ଚାଲୁନି। କହିଲେ ଏଠାରେ ଚାଲୁଛି ବିଦେଶୀ ସରକାର। ନାରା ଦେଲେ ବାହାର ଲୋକଙ୍କୁ ହଟାଓ ଏବଂ ଓଡ଼ିଶା ବଞ୍ଚାଓ। 23ବର୍ଷ ହେଲା ଲୋକ ଚିନ୍ତାରେ ଅଛନ୍ତି। ଅଜୟ କୁମାରଙ୍କ କାମ ହେଲା, ଓଡ଼ିଶା କଂଗ୍ରେସକୁ ଶସକ୍ତ କରିବା। ଏଠି ଶାସନ ଓଡ଼ିଆ ଲୋକଙ୍କ ଦ୍ବାରା, ଓଡ଼ିଆ ଲୋକଙ୍କ ପାଇଁ, ଓଡ଼ିଆ ଲୋକଙ୍କ ମାଧ୍ୟମରେ ହେବା ଦରକାର କହିଲେ ଅଜୟ। ଦେଖନ୍ତୁ ପୂରା ରିପୋର୍ଟ।