କଂଗ୍ରେସର ସଂକଳ୍ପ ପଦଯାତ୍ରା ନେଇ କମିଟି ଗଠନ

ଭୁବନେଶ୍ୱର:ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ। ମୁଖିଆ ଭାବେ ଦାୟିତ୍ୱ ନେବା ପରେ ଭକ୍ତ ଦାସ କଂଗ୍ରେସ ଶିବିରକୁ ଚଳ ଚଞ୍ଚଳ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ସଂକଳ୍ପ ପଦଯାତ୍ରା ମାଧ୍ୟମରେ ଦଳ ଶକ୍ତି ପ୍ରଦର୍ଶନ କରିବ ବୋଲି କଂଗ୍ରେସର ଛମୁଆ ନେତା କହୁଛନ୍ତି।ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ସଂକଳ୍ପ ପଦଯାତ୍ରା ସମନ୍ୱୟ ନେଇ ପିସିସି ପକ୍ଷରୁ କମିଟି ଗଠନ ହୋଇଛି। ପୂର୍ବତନ ବିଧାୟକ ଦେବାଶିଷ […]

କଂଗ୍ରେସର ସଂକଳ୍ପ ପଦଯାତ୍ରା ନେଇ କମିଟି ଗଠନ

ଭୁବନେଶ୍ୱର:ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ। ମୁଖିଆ ଭାବେ ଦାୟିତ୍ୱ ନେବା ପରେ ଭକ୍ତ ଦାସ କଂଗ୍ରେସ ଶିବିରକୁ ଚଳ ଚଞ୍ଚଳ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ସଂକଳ୍ପ ପଦଯାତ୍ରା ମାଧ୍ୟମରେ ଦଳ ଶକ୍ତି ପ୍ରଦର୍ଶନ କରିବ ବୋଲି କଂଗ୍ରେସର ଛମୁଆ ନେତା କହୁଛନ୍ତି।ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ସଂକଳ୍ପ ପଦଯାତ୍ରା ସମନ୍ୱୟ ନେଇ ପିସିସି ପକ୍ଷରୁ କମିଟି ଗଠନ ହୋଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଏହି କମିଟିରେ ମୋକିମ, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ସଦସ୍ୟ ରହିଛନ୍ତି।