କଂଗ୍ରେସରୁ ମାନସ ଚୌଧୁରୀ ସସପେଣ୍ଡ

ଭୁବନେଶ୍ୱର : କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ବଡ଼ ଝଟକା। ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।