କଙ୍କଡ଼ାହାଡ଼ ଥାନାର ବଡ଼ ସଫଳତା...ଗୋଟିଏ କଣ୍ଟେନର ଗାଡି ସହିତ ଅଠରଟି ଗୋମାତା ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନାକୁ ମିଳିଛି ବଡ଼ ସଫଳତା। ଗୋଟିଏ କଣ୍ଟେନର ଗାଡି ସହିତ ଅଠରଟି ଗୋମାତାକୁ ଉଦ୍ଧାର କରିଛି ପୋଲିସ। ଅନ୍ୟ ଏକ ଗୋରୁ ବୁଝେଇ ଗାଡ଼ି ସହ ଗୋ ମାଫିଆ ମନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ସେହି ମଧ୍ୟରୁ ଦ