କଟକ ପଟାପୋଲରେ ଉତ୍ତେଜନା, ବିନା ନୋଟିସରେ ଉଚ୍ଛେଦ ବେଳେ ଏନଫୋର୍ସମେଣ୍ଟ ଟିମ୍‌କୁ ଘେରିଲେ ଲୋକେ

କଟକ ୩।୬: କଟକ ପଟାପୋଲରେ ଉତ୍ତେଜନା । ବିନା କୌଣସି ନୋଟିସରେ ରାସ୍ତାକଡ ଘର ଉଚ୍ଛେଦ ପାଇଁ ଆସିଥିବା କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍‌କୁ ଘେରିଲେ ସ୍ଥାନୀୟ ଲୋକେ । ବିନା ନୋଟିସ୍‌ରେ ଏକାଧିକ ଲୋକଙ୍କ ଘର ଭାଙ୍ଗି ଦେଇଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ଯାହାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।You Can Read:ଦୁଇ ଭାଇ ମିଶି ବିକୁଥିଲେ କଫ୍ ସିରପ୍, ଗିରଫ କଲା ଖଣ୍ଡଗିରି ପୋଲିସ

କଟକ ପଟାପୋଲରେ ଉତ୍ତେଜନା, ବିନା ନୋଟିସରେ ଉଚ୍ଛେଦ ବେଳେ ଏନଫୋର୍ସମେଣ୍ଟ ଟିମ୍‌କୁ ଘେରିଲେ ଲୋକେ

କଟକ ୩କଟକ ପଟାପୋଲରେ ଉତ୍ତେଜନା । ବିନା କୌଣସି ନୋଟିସରେ ରାସ୍ତାକଡ ଘର ଉଚ୍ଛେଦ ପାଇଁ ଆସିଥିବା କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍‌କୁ ଘେରିଲେ ସ୍ଥାନୀୟ ଲୋକେ । ବିନା ନୋଟିସ୍‌ରେ ଏକାଧିକ ଲୋକଙ୍କ ଘର ଭାଙ୍ଗି ଦେଇଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ଯାହାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।

You Can Read:

ଦୁଇ ଭାଇ ମିଶି ବିକୁଥିଲେ କଫ୍ ସିରପ୍, ଗିରଫ କଲା ଖଣ୍ଡଗିରି ପୋଲିସ