କଟକ ପରେ ରାଜଧାନୀ ଆଳୁ ମାର୍କେଟରେ ରେଡ୍, ବ୍ୟବସାୟୀଙ୍କୁ ନୋଟିସ୍

ଭୁବନେଶ୍ବର ୦୨।୧୨ : କଟକ ପରେ ରାଜଧାନୀ ମାର୍କେଟରେ ରେଡ୍‌ । ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଆଳୁ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ରେଡ୍‌ ହୋଇଛି । ଖବର ଅନୁଯାୟୀ,  ସୋମବାର ଦିନ ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ ହୋଇଛି । ରାଜଧାନୀର ୟୁନିଟ-୧, ୟୁନିଟ-୪, ଆଇଗିଣିଆ ଆଳୁ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଆଳୁ ବିକ୍ରି ବେଳେ ଦୋକାନରେ ରେଟ୍‌ ଚାର୍ଟ ମରାଯାଇନଥିବା ଅଭିଯୋଗରେ ଯୋଗାଣ ବିଭାଗ ଆକ୍ସନ ମଧ୍ୟ ନେଇଛି ।  ୪ ନମ୍ବର ମାର୍କେଟର କିଛି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ହୋଇଛି । 

କଟକ ପରେ ରାଜଧାନୀ ଆଳୁ ମାର୍କେଟରେ ରେଡ୍, ବ୍ୟବସାୟୀଙ୍କୁ ନୋଟିସ୍

ଭୁବନେଶ୍ବର ୦୨।୧୨ : କଟକ ପରେ ରାଜଧାନୀ ମାର୍କେଟରେ ରେଡ୍‌ । ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଆଳୁ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ରେଡ୍‌ ହୋଇଛି । 

ଖବର ଅନୁଯାୟୀ,  ସୋମବାର ଦିନ ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ ହୋଇଛି । ରାଜଧାନୀର ୟୁନିଟ-୧, ୟୁନିଟ-୪, ଆଇଗିଣିଆ ଆଳୁ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଆଳୁ ବିକ୍ରି ବେଳେ ଦୋକାନରେ ରେଟ୍‌ ଚାର୍ଟ ମରାଯାଇନଥିବା ଅଭିଯୋଗରେ ଯୋଗାଣ ବିଭାଗ ଆକ୍ସନ ମଧ୍ୟ ନେଇଛି ।  ୪ ନମ୍ବର ମାର୍କେଟର କିଛି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ହୋଇଛି ।