କଟକ ବିଜେଡିରେ ଅସରପା କିଏ ?

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ବିଜେପି ସାଂସଦ ପାର୍ଥୀ ଭର୍ତ୍ତୃହରି ମହତାବଙ୍କ କଥା କଟାକଟି।

କଟକ ବିଜେଡିରେ ଅସରପା କିଏ ?

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ବିଜେପି ସାଂସଦ ପାର୍ଥୀ ଭର୍ତ୍ତୃହରି ମହତାବଙ୍କ କଥା କଟାକଟି। ଭର୍ତ୍ତୃହରିଙ୍କୁ ଟାର୍ଗେଟ କରି ଦେବାଶିଷ କହିଛନ୍ତି, ଆଗରୁ ଯିଏ ସାଂସଦ ଥିଲେ ତାଙ୍କୁ ଲୋକ ଦେଖୁନଥିଲେ। ସେ ଦଳ ଉପରେ ନାଉ ହେଇକି ନିର୍ବାଚନ ଜିତୁଥିଲେ। ଦଳୀୟ କର୍ମୀ ମଧ୍ୟ ତାଙ୍କୁ ଦେଖିବାକୁ ପାଉନଥିଲେ। ଦେଖନ୍ତୁ ପୂରା ରିପୋର୍ଟ।