କଟକର ନିଆଳିରୁ ଗୁପ୍ତେଶ୍ୱର ଯାଉଥିଲା ଟୁରିଷ୍ଟ ବସ୍, ଓଲଟିଲା ଘାଟିରେ

ଜୟପୁର ୨୯/୧୨: ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ । ୧୦ ଆହତ । ଚିକିତ୍ସା ପାଇଁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି । ବସ୍ ଟି କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁୁ ଯାଉଥିଲା ଟୁରିଷ୍ଟ ବସ୍ । ସୂଚନା ଥାଉକି, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା । ସେମାନଙ୍କୁ  ବୈପାରୀଗୁଡା ଡାକ୍ତରଖାନାରେ ୧୦ ଜଣ ଆହତ ଭର୍ତ୍ତି କରାଯାଇଛି । 

କଟକର ନିଆଳିରୁ ଗୁପ୍ତେଶ୍ୱର ଯାଉଥିଲା ଟୁରିଷ୍ଟ ବସ୍, ଓଲଟିଲା ଘାଟିରେ

ଜୟପୁର ୨୯/୧୨: ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ । ୧୦ ଆହତ । ଚିକିତ୍ସା ପାଇଁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି । ବସ୍ ଟି କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁୁ ଯାଉଥିଲା ଟୁରିଷ୍ଟ ବସ୍ । 

ସୂଚନା ଥାଉକି, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା । ସେମାନଙ୍କୁ  ବୈପାରୀଗୁଡା ଡାକ୍ତରଖାନାରେ ୧୦ ଜଣ ଆହତ ଭର୍ତ୍ତି କରାଯାଇଛି ।