କଟକରେ ଖୋଲିଲା ସିପି ପ୍ଲସ୍ କ୍ୟାମେରାର ଏକ୍ସକ୍ଲୁସିଭ୍ ଆଉଟଲେଟ୍ ଖୋଲିଲା

ଭୁବନେଶ୍ବର ୨୩।୧: କଟକ ବାଦାମବାଡ଼ି ଅଞ୍ଚଳରେ ଦେଶର ଅଗ୍ରଣୀ ସିସି କ୍ୟାମେରା ନିର୍ମାତା କମ୍ପାନୀ ସିପି ପ୍ଲସ୍‌ର ଏକ୍ସକ୍ଲୁସିଭ୍ ଆଉଟ୍‌ଲେଟ୍ ଉଦଘାଟିତ ହୋଇଯାଇଛି । ଦେଶର ବଡ଼ ବଡ଼ ସହର ମାନଙ୍କରେ ସୋ’ ରୁମ୍ ଖୋଲିଥିବା ବେଳେ ପ୍ରଥମ ଥର ପାଇଁ କଟକରେ ସିପି ପ୍ଲସ୍ କ୍ୟାମେରାର ଏକ୍ସକ୍ଲୁସିଭ୍ ଆଉଟଲେଟ୍ ଖୋଲିଛି ସୁରାନା ଇନ୍‌ଫୋସିସ୍ । ଏହି ଆଉଟଲେଟ୍‌ରେ ସିସି କ୍ୟାମେରା ଗୁଡ଼ିକ ୧୨୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର ମାନ ବହୁତ ଭଲ ରହିଛି । ବର୍ତ୍ତମାନ କଟକର ବାସିନ୍ଦା ଉନ୍ନତମାନର ସିପି ପ୍ଲସ୍‌ର ସିସି କ୍ୟାମେରା ଏହି ଏକ୍ସକ୍ଲୁସିଭ୍ ଆଉଟଲେଟ୍‌ରୁ ପାଇପାରିବେ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି । ସେହିଭଳି ଆଗକୁ ଭଲ ବ୍ୟବସାୟ ଲକ୍ଷ୍ୟ ରଖିଥିବା କଥା ସୁରାନା ଇନ୍‌ଫୋସିସ୍‌ର ମୁଖ୍ୟ କହିଛନ୍ତି ।You Can Read:କଟକରୁ ନିଆଳି ମାଧବକୁ ଚଳାଚଳ କଲା ‘ମୋ ବସ୍’, ପ୍ରତିଦିନ ୮୪ ନମ୍ବର ରୁଟ୍‌ରେ ଚାଲିବ

କଟକରେ ଖୋଲିଲା ସିପି ପ୍ଲସ୍ କ୍ୟାମେରାର ଏକ୍ସକ୍ଲୁସିଭ୍ ଆଉଟଲେଟ୍ ଖୋଲିଲା

ଭୁବନେଶ୍ବର ୨୩୧: କଟକ ବାଦାମବାଡ଼ି ଅଞ୍ଚଳରେ ଦେଶର ଅଗ୍ରଣୀ ସିସି କ୍ୟାମେରା ନିର୍ମାତା କମ୍ପାନୀ ସିପି ପ୍ଲସ୍‌ର ଏକ୍ସକ୍ଲୁସିଭ୍ ଆଉଟ୍‌ଲେଟ୍ ଉଦଘାଟିତ ହୋଇଯାଇଛି । 

ଦେଶର ବଡ଼ ବଡ଼ ସହର ମାନଙ୍କରେ ସୋ’ ରୁମ୍ ଖୋଲିଥିବା ବେଳେ ପ୍ରଥମ ଥର ପାଇଁ କଟକରେ ସିପି ପ୍ଲସ୍ କ୍ୟାମେରାର ଏକ୍ସକ୍ଲୁସିଭ୍ ଆଉଟଲେଟ୍ ଖୋଲିଛି ସୁରାନା ଇନ୍‌ଫୋସିସ୍ । ଏହି ଆଉଟଲେଟ୍‌ରେ ସିସି କ୍ୟାମେରା ଗୁଡ଼ିକ ୧୨୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର ମାନ ବହୁତ ଭଲ ରହିଛି । 

ବର୍ତ୍ତମାନ କଟକର ବାସିନ୍ଦା ଉନ୍ନତମାନର ସିପି ପ୍ଲସ୍‌ର ସିସି କ୍ୟାମେରା ଏହି ଏକ୍ସକ୍ଲୁସିଭ୍ ଆଉଟଲେଟ୍‌ରୁ ପାଇପାରିବେ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି । ସେହିଭଳି ଆଗକୁ ଭଲ ବ୍ୟବସାୟ ଲକ୍ଷ୍ୟ ରଖିଥିବା କଥା ସୁରାନା ଇନ୍‌ଫୋସିସ୍‌ର ମୁଖ୍ୟ କହିଛନ୍ତି ।

You Can Read:

କଟକରୁ ନିଆଳି ମାଧବକୁ ଚଳାଚଳ କଲା ‘ମୋ ବସ୍’, ପ୍ରତିଦିନ ୮୪ ନମ୍ବର ରୁଟ୍‌ରେ ଚାଲିବ